The 12th Bi-ennial Divisional Conference of AIGDSU Sundargarh Division was held from 16.04.2022 to 17.04.2022 at Gangadhar Meher Kalyan Mandap Jharsuguda .Chief guest Mrs.Kusum Tete MLA Sundargarh addressed the open session and felicitated the retired GDS of the Sundargarh.
All India Gramin Dak Sevak Union Odisha Cicle email: aigdsurourkeladivision@gmail.com
Sunday, April 17, 2022
12th Bi-ennial Divisional Conference of AIGDSU Sundargarh Division.
Sunday, April 3, 2022
CWC AIGDSU Odisha Circle held at at Bhubaneswar
The 1st CWC AIGDSU Odisha Circle was held at Special Circuit House Unit-8 high school Bhubaneswar from 02.04.2022 to 04.04.2022.The newly elected President Com.Parsuram Das presided the meeting and addressed to present Circle office bearers and Divisional Secretaries of Odisha Circle.Then the newly elected Circle Secretary Com.Himansu Bhushan Das addressed to office bearers in brief the forthcoming activity of the AIGDSU Odisha Circle.
Monday, March 28, 2022
First day of two days General strike 28th and29th March 2022
Thunder success.
First day of General strike at Rourkela Division. Massive joined in the Rally.
ରାଉରକେଲା ଡାକ ମଣ୍ଡଳର ସମସ୍ତ ଗ୍ରାମୀଣ ଡାକ ସେବକ ସଂଗ୍ରାମୀ ସାଥି ମାନଙ୍କୁ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ତରଫରୁ କ୍ରାନ୍ତିକାରୀ ଅବିନନ୍ଦନ ଏବଂ ଲାଲ ସଲାମ ଆପଣ ମାନେ ଜାଣିଥିବେ 2016 ମସିହାରେ ସପ୍ତମ ବେତନ କମିଶନ ବସିଥିଲା ଏବଂ ବିଭାଗୀୟ କର୍ମଚାରୀ ମାନଙ୍କୁ 2016 ମସିହାରୁ ସପ୍ତମ ବେତନ କମିଶନର ସମସ୍ତ ସୁବିଧା ଦିଆ ଯାଇଥିଲା....ପରବର୍ତ୍ତୀ ସମୟରେ GDS ମାନଙ୍କ ନିମନ୍ତେ କମଲେଶ ଚନ୍ଦ୍ରାଙ୍କୁ GDS ମାନଙ୍କର ସପ୍ତମ ବେତନ କମିଶନ ରିପୋର୍ଟ ପ୍ରସ୍ତୁତ କରିବା ନିମନ୍ତେ କୁହାଯାଇଥିଲା ଏବଂ କମଲେଶ ଚନ୍ଦ୍ରାଙ୍କୁ ନେଇ ଗଠିତ ''କମଲେଶ ଚନ୍ଦ୍ରା ରିପୋର୍ଟ'' ଡାକ ମହା ନିର୍ଦେଶକ (D.G) ଙ୍କ ପାଖରେ GDS ମାନଙ୍କର ସପ୍ତମ ବେତନ କମିଶନ ରିପୋର୍ଟ ଗୃହୀତ କରିବା ନିମନ୍ତେ କୁହାଯାଇଥିଲା I ବହୁଦିନ ବ୍ୟବଧାନ ପରେ ମଧ୍ୟ ''କମଲେଶ ଚନ୍ଦ୍ରା ରିପୋର୍ଟ '' କୁ ଗୃହୀତ ନ କରିବାରୁ 2018 ମସିହାର ଆମ ସଂଘ ଅନିର୍ଦିଷ୍ଟ କାଳିନ ଧର୍ମଘଟକୁ ଓଲ୍ହେଇଥିଲା ଏବଂ 16 ଦିନ ଧର୍ମ ଘଟ ପରେ ଡାକ ବିଭାଗ ''କମଲେଶ ଚନ୍ଦ୍ରା ରିପୋର୍ଟ'' କୁ ଶୀଘ୍ର ଗୃହୀତ କରିବା ନିମନ୍ତେ ଆଶ୍ୱାସନା ଦେବା ପରେ ଆମ ସଂଘ ଧର୍ମ ଘଟରୁ ଓଲ୍ହେଇଥିଲା...କିନ୍ତୁ 2018 ମସିହା ଜୁଲାଇ ଠାରୁ GDS ମାନଙ୍କୁ ସପ୍ତମ ବେତନ କମିଶନ ଦିଆଯାଇଥିଲେ ମଧ୍ୟ.... ''କମଲେଶ ଚନ୍ଦ୍ରା ରିପୋର୍ଟ''କୁ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ ରୂପେ ଗୃହୀତ କରାଯାଇନାହିଁ.... ଯାହାଦ୍ଵାରା ଦୀର୍ଘ 30-40 ବର୍ଷ ଧରି ଡାକ ବିଭାଗରେ କାର୍ଯ୍ୟ କରି ଅବସର ନେବା ପରେ...2.5 ରୁ 3 ଲକ୍ଷ ଟଙ୍କା ଧରାଇଦେଇ ବିଦାୟ କରିଦେଉଛି.... ଏମିତି ବହୁତ ସବୁ ସମସ୍ୟା GDS ସାଥି ମାନଙ୍କର ଅଛି...
GDS ମାନଙ୍କ ଉପରେ କରାଯାଉଥିବା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଆମ ଜାତୀୟ ସଂଘର ମହା ସଚିବ ସାଥି ଏସ. ଏସ.ମହାଦେବାୟା ଙ୍କ ନିର୍ଦ୍ଧେଶ କ୍ରମେ ସାରା ଭାରତ ବର୍ଷର 13 ଟି ଟ୍ରେଡ଼ ୟୁନିଅନର ମିଳିତ ଆନୁକୂଲ୍ୟରେ... ଆସନ୍ତା ମାର୍ଚ୍ଚ 28 ଏବଂ 29 ତାରିଖ 2022 ମସିହା ଦୁଇଦିନ ସର୍ବ ଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି.....ଏହା ପରେ ମଧ୍ୟ ଯଦି କେନ୍ଦ୍ର ସରକାର
ଆମର ଦାବି ନ ମାନନ୍ତି ତେବେ ଆମ ସଂଘ ଅନିର୍ଦ୍ଧିଷ୍ଟ କାଳିନ ଧର୍ମ ଘଟକୁ ଓଲ୍ହେଇବ... ଏଥିରେ ଡାକ ବିଭାଗୀୟ କର୍ମଚାରୀ ସଂଘ NFPE & FNPO.. ମଧ୍ୟ ଯୋଗ ଦେଉଛନ୍ତି... ତେଣୁ ଆପଣ ମାନଙ୍କୁ ଅନୁରୋଧ ଆସନ୍ତା ଦୁଇଦିନ (28-29 march) ଧର୍ମ ଘଟକୁ ସମ୍ପୂର୍ଣ ରୂପେ ସହଯୋଗ କରନ୍ତୁ ଏବଂ 100% success କରନ୍ତୁ....
ଇନକ୍ଲାବ ଜିନ୍ଦାବାଦ ଜି.ଡି.ଏସ ଏକତା ଜିନ୍ଦାବାଦ.... ✊🏻✊🏻✊🏻ପର୍ଶୁରାମ ଦାସ
ସଭାପତି
। ଯୁଗଳକିଶୋରମାହାନ୍ତ ସମ୍ପାଦକ . ଭାରତ ଗ୍ରାମୀଣ ଡାକ ସେବକ ସଂଘ, ରାଉରକେଲା ଡାକ ମଣ୍ଡଳ
Subscribe to:
Posts (Atom)


























































