On the occasion CWC AIGDSU ODIDHA CIRCLE held from 18.12.2020.All India General Secretary Coming. S. S. mahadevaiah joined the CWC and address the meeting on 19.12.2020.
All India Gramin Dak Sevak Union Odisha Cicle email: aigdsurourkeladivision@gmail.com
Saturday, December 19, 2020
CWC AIGDSU ODISHA CIRCLE held from 18.12.2020 to 20.12.2020
On the occasion CWC AIGDSU ODIDHA CIRCLE held from 18.12.2020.All India General Secretary Coming. S. S. mahadevaiah joined the CWC and address the meeting on 19.12.2020.
Saturday, October 24, 2020
DWC AIGDSU Rourkela Division to held on 7th November 2020 to 8th November 2020
ରାଉରକେଲା ମଣ୍ଡଳ ର ସମସ୍ତ ଜିଡିଏସ୍ ସାଥୀ ଭାଇ ଭଉଣୀ ମାନଙ୍କୁ ଶାରଦୀୟ ଦୁର୍ଗାପୂଜା ଅବସରରେ ଅଭିନନ୍ଦନ ।
ଏଥି ସହିତ ଏକ ବିଶେଷ ସୂଚନା ଯେ ଆସନ୍ତା ତା 07.11.20.ରିଖ ପୂର୍ବାହ୍ନ 10.00 ଠାରୁ ତା08.11.20ରିଖ ପର୍ଯ୍ୟନ୍ତ ଏଆଇଜିଡିଏସୟୁ ରାଉରକେଲା ମଣ୍ଡଳ ର ପ୍ରଥମ କାର୍ଯ୍ୟକାରୀଣି ବୈଠକ ଲହୁଣୀପଡ଼ା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଛି ।
ଏଣୁ ଉକ୍ତ ସଭାରେ ସମସ୍ତ କାର୍ଯ୍ୟକାରୀଣି ସଭ୍ୟ ତଥା ସଭ୍ୟା ମାନଙ୍କୁ ଅନୁରୋଧ ସଭାରେ ଯୋଗ ଦେଇ ଆଲୋଚନାରେ ଭାଗ ନେବେ ।
ଏହା ସହିତ ବଣାଇ ,ଲାଠିକଟା,ଗୁରୁଣ୍ଡିଆ,ଲହୁଣୀପଡା,କେନାଭେଟା ତଥା ଖୁଣ୍ଟଗାଁ ଅଞ୍ଚଳ ର ସମସ୍ତ ନୂତନ ଜିଡିଏସ୍ ସାଥୀ ଭାଇ ଭଉଣୀ ତଥା ସମସ୍ତ ଶାଖା ଡାକଘରର ସାଥି ମାନଙ୍କୁ ତା08.11.20 ରିଖ ପୂର୍ବାହ୍ନ 11.30ରେ ଖୋଲା ଅଧିବେଶନ ସଭାରେ କୋଭିଡ 19 ର ନିୟମ ଅନୁଯାୟୀ ଉପସ୍ଥିତ ରହିବା ପାଇଁ ଅନୁରୋଧ ।
ଏଆଇଜିଡିଏସୟୁ ଜିନ୍ଦାବାଦ ।
ଇତି
ଆପଣଙ୍କ ର ସମ୍ପାଦକ
ଯୁଗଳ କିଶୋର ମାହାନ୍ତ ।
ବିଦ୍ର: ସଭାରେ ଯୋଗ ଦେବାବେଳେ ମାସ୍କ ସମସ୍ତ ଙ୍କ ପାଇଁ ବାଧ୍ୟତାମୂଳକ ଅଟେ।