Wednesday, January 15, 2020

IPPB MEGA MELA ON 17.01.2020

ଆସନ୍ତା 17.01.2020 ଦିନ ବଣେଇ ଉପଖଣ୍ଡର ନିମ୍ନ ଲିଖିତ ପଞ୍ଚାୟତ ମୁଖ୍ୟାଳୟ ପରିସରରେ ଜନସାଧାରଣଙ୍କ ର ଆଇପିପିବି ଏକାଉଣ୍ଟ ଖୋଲିବା ପାଇଁ ରାଉରକେଲା ଡିଭିଜନ ତରଫରୁ ଆୟୋଜନ କରାଯାଇଛି। ଏହି ପଞ୍ଚାୟତଲହୁଣୀପଡା ବ୍ଲକ ର 1.କଲେଇପୋଷ, କୁଡୈଇକେଲା ପଞ୍ଚାୟତ 2.କୋଇଡା ବ୍ଲକର ଗୋପନା ପଞ୍ଚାୟତ 3. ବଣାଇଁ ବ୍ଲକ ର କେନ୍ଦରିକେଲା,ପାଣ୍ଡରିଶିଳା,ତଲିତା ପଞ୍ଚାୟତ ଠାରେ ଅନୁଷ୍ଠିତ ହେବ। ଏହି ଅବସରରେ ବଣାଇଁ ଉପଖଣ୍ଡ ର ସମସ୍ତ ଜିଡିଏସ୍ ଜନସାଧାରଣଙ୍କୁ ସୂଚନା ଦେବା ସହିତ 
ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ମେଳା କୁ ସଫଳ କରିବା ପାଇଁ ଅନୁରୋଧ। 










No comments:

Post a Comment