Saturday, October 24, 2020

DWC AIGDSU Rourkela Division to held on 7th November 2020 to 8th November 2020

  ରାଉରକେଲା ମଣ୍ଡଳ ର ସମସ୍ତ ଜିଡିଏସ୍ ସାଥୀ ଭାଇ ଭଉଣୀ ମାନଙ୍କୁ ଶାରଦୀୟ ଦୁର୍ଗାପୂଜା ଅବସରରେ ଅଭିନନ୍ଦନ ।

ଏଥି ସହିତ ଏକ ବିଶେଷ ସୂଚନା ଯେ ଆସନ୍ତା ତା 07.11.20.ରିଖ ପୂର୍ବାହ୍ନ 10.00 ଠାରୁ ତା08.11.20ରିଖ ପର୍ଯ୍ୟନ୍ତ ଏଆଇଜିଡିଏସୟୁ ରାଉରକେଲା ମଣ୍ଡଳ ର ପ୍ରଥମ କାର୍ଯ୍ୟକାରୀଣି ବୈଠକ ଲହୁଣୀପଡ଼ା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଛି ।

ଏଣୁ ଉକ୍ତ ସଭାରେ ସମସ୍ତ କାର୍ଯ୍ୟକାରୀଣି ସଭ୍ୟ ତଥା ସଭ୍ୟା ମାନଙ୍କୁ ଅନୁରୋଧ ସଭାରେ ଯୋଗ ଦେଇ ଆଲୋଚନାରେ ଭାଗ ନେବେ ।

ଏହା ସହିତ ବଣାଇ ,ଲାଠିକଟା,ଗୁରୁଣ୍ଡିଆ,ଲହୁଣୀପଡା,କେନାଭେଟା ତଥା ଖୁଣ୍ଟଗାଁ ଅଞ୍ଚଳ ର ସମସ୍ତ ନୂତନ ଜିଡିଏସ୍ ସାଥୀ ଭାଇ ଭଉଣୀ  ତଥା ସମସ୍ତ ଶାଖା ଡାକଘରର ସାଥି ମାନଙ୍କୁ ତା08.11.20 ରିଖ ପୂର୍ବାହ୍ନ 11.30ରେ ଖୋଲା ଅଧିବେଶନ ସଭାରେ କୋଭିଡ 19 ର ନିୟମ ଅନୁଯାୟୀ ଉପସ୍ଥିତ ରହିବା ପାଇଁ ଅନୁରୋଧ ।

                      ଏଆଇଜିଡିଏସୟୁ ଜିନ୍ଦାବାଦ ।

                                 ଇତି

                      ଆପଣଙ୍କ ର ସମ୍ପାଦକ

                      ଯୁଗଳ କିଶୋର ମାହାନ୍ତ ।

ବିଦ୍ର: ସଭାରେ ଯୋଗ ଦେବାବେଳେ ମାସ୍କ ସମସ୍ତ ଙ୍କ ପାଇଁ ବାଧ୍ୟତାମୂଳକ ଅଟେ।  

No comments:

Post a Comment