Saturday, December 19, 2020

CWC AIGDSU ODISHA CIRCLE held from 18.12.2020 to 20.12.2020






 On the occasion CWC AIGDSU ODIDHA CIRCLE held from  18.12.2020.All India General Secretary Coming. S. S. mahadevaiah joined the CWC and address the meeting on 19.12.2020.



Saturday, October 24, 2020

DWC AIGDSU Rourkela Division to held on 7th November 2020 to 8th November 2020

  ରାଉରକେଲା ମଣ୍ଡଳ ର ସମସ୍ତ ଜିଡିଏସ୍ ସାଥୀ ଭାଇ ଭଉଣୀ ମାନଙ୍କୁ ଶାରଦୀୟ ଦୁର୍ଗାପୂଜା ଅବସରରେ ଅଭିନନ୍ଦନ ।

ଏଥି ସହିତ ଏକ ବିଶେଷ ସୂଚନା ଯେ ଆସନ୍ତା ତା 07.11.20.ରିଖ ପୂର୍ବାହ୍ନ 10.00 ଠାରୁ ତା08.11.20ରିଖ ପର୍ଯ୍ୟନ୍ତ ଏଆଇଜିଡିଏସୟୁ ରାଉରକେଲା ମଣ୍ଡଳ ର ପ୍ରଥମ କାର୍ଯ୍ୟକାରୀଣି ବୈଠକ ଲହୁଣୀପଡ଼ା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଛି ।

ଏଣୁ ଉକ୍ତ ସଭାରେ ସମସ୍ତ କାର୍ଯ୍ୟକାରୀଣି ସଭ୍ୟ ତଥା ସଭ୍ୟା ମାନଙ୍କୁ ଅନୁରୋଧ ସଭାରେ ଯୋଗ ଦେଇ ଆଲୋଚନାରେ ଭାଗ ନେବେ ।

ଏହା ସହିତ ବଣାଇ ,ଲାଠିକଟା,ଗୁରୁଣ୍ଡିଆ,ଲହୁଣୀପଡା,କେନାଭେଟା ତଥା ଖୁଣ୍ଟଗାଁ ଅଞ୍ଚଳ ର ସମସ୍ତ ନୂତନ ଜିଡିଏସ୍ ସାଥୀ ଭାଇ ଭଉଣୀ  ତଥା ସମସ୍ତ ଶାଖା ଡାକଘରର ସାଥି ମାନଙ୍କୁ ତା08.11.20 ରିଖ ପୂର୍ବାହ୍ନ 11.30ରେ ଖୋଲା ଅଧିବେଶନ ସଭାରେ କୋଭିଡ 19 ର ନିୟମ ଅନୁଯାୟୀ ଉପସ୍ଥିତ ରହିବା ପାଇଁ ଅନୁରୋଧ ।

                      ଏଆଇଜିଡିଏସୟୁ ଜିନ୍ଦାବାଦ ।

                                 ଇତି

                      ଆପଣଙ୍କ ର ସମ୍ପାଦକ

                      ଯୁଗଳ କିଶୋର ମାହାନ୍ତ ।

ବିଦ୍ର: ସଭାରେ ଯୋଗ ଦେବାବେଳେ ମାସ୍କ ସମସ୍ତ ଙ୍କ ପାଇଁ ବାଧ୍ୟତାମୂଳକ ଅଟେ।  

Wednesday, January 15, 2020

IPPB MEGA MELA ON 17.01.2020

ଆସନ୍ତା 17.01.2020 ଦିନ ବଣେଇ ଉପଖଣ୍ଡର ନିମ୍ନ ଲିଖିତ ପଞ୍ଚାୟତ ମୁଖ୍ୟାଳୟ ପରିସରରେ ଜନସାଧାରଣଙ୍କ ର ଆଇପିପିବି ଏକାଉଣ୍ଟ ଖୋଲିବା ପାଇଁ ରାଉରକେଲା ଡିଭିଜନ ତରଫରୁ ଆୟୋଜନ କରାଯାଇଛି। ଏହି ପଞ୍ଚାୟତଲହୁଣୀପଡା ବ୍ଲକ ର 1.କଲେଇପୋଷ, କୁଡୈଇକେଲା ପଞ୍ଚାୟତ 2.କୋଇଡା ବ୍ଲକର ଗୋପନା ପଞ୍ଚାୟତ 3. ବଣାଇଁ ବ୍ଲକ ର କେନ୍ଦରିକେଲା,ପାଣ୍ଡରିଶିଳା,ତଲିତା ପଞ୍ଚାୟତ ଠାରେ ଅନୁଷ୍ଠିତ ହେବ। ଏହି ଅବସରରେ ବଣାଇଁ ଉପଖଣ୍ଡ ର ସମସ୍ତ ଜିଡିଏସ୍ ଜନସାଧାରଣଙ୍କୁ ସୂଚନା ଦେବା ସହିତ 
ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ମେଳା କୁ ସଫଳ କରିବା ପାଇଁ ଅନୁରୋଧ। 










Friday, July 26, 2019

1st Bi-ennial Divisional Conference of AIGDSU Rourkela Postal Division

The first Divisional Conference of AIGDSU Rourkela Division  will be held atUditnagar HO Rourkela 769012 on 4th August 2019 at 10.00 AM.


Sj.Jameswar Garnaik Superitendent of Postoffices Rourkela Division.
 Guest of Honour of the Open session .
Com.Kalpabata Pattnaik  Circle Secretary AIGDSU Odisha CIrcle
Chief Speaker of Open Session .

   All GDS of the requested attend the meeting Positively at above scedule time.

                                                                                   Thank you.

                                            

Thursday, December 20, 2018

Strike continued for 3rd day.

All GDS and leadership are requested improve joining  the strike .

Wednesday, December 19, 2018